ଅର୍ଥ : କୌଣସି ରାଜ୍ୟଉପରେ ଶାସନ କରୁଥିବା ଶାସକ ଦଳ
ଉଦାହରଣ :
ଶାସକ ଦଳ ସର୍ବ ସାଧାରଣଙ୍କପାଇଁ ଏକ ଆଦେଶ ଜାରି କରିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ପକ୍ଷ ବା ଦଳ ହାତରେ ସତ୍ତା ଥାଏ
ଉଦାହରଣ :
ସଂସଦରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୁମୁଳ ଟଣାଓଟରା ଚାଲିଛି
ସମକକ୍ଷ : ଶାସକ ଗୋଷ୍ଠୀ
ଅନ୍ୟ ଭାଷାରେ ଅନୁବାଦ :
वह पक्ष या दल जिसके हाथ में सत्ता हो।
संसद में सत्ता पक्ष और विरोधी पक्ष में बहुत खींचातानी चल रही है।