ଅର୍ଥ : ପକ୍ଷୀର ବାକ୍ ଅଙ୍ଗ ବା ପକ୍ଷୀ ଯେଉଁ ଅଙ୍ଗରେ ଶବ୍ଦ କରେ
ଉଦାହରଣ :
ପ୍ରତ୍ୟେକ ପକ୍ଷୀର ଶବ୍ଦିନୀର ଆକାର ପ୍ରକାର ଅଲଗା ଅଲଗା ହୋଇଥାଏ
ସମକକ୍ଷ : ପକ୍ଷୀ ବାକ୍ ଅଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
पक्षी का वाक अंग या पक्षी का वह अंग जिससे पक्षी आवाज़ करते हैं।
हर पक्षी में शब्दिनी का आकार-प्रकार अलग-अलग होता है।The vocal organ of a bird.
syrinx