ଅର୍ଥ : ଯାହାର ବ୍ୟବହାର କଠୋର ହୋଇଥାଏ ବା ଯେ କଠୋର ବ୍ୟବହାର କରେ
ଉଦାହରଣ :
ଆମ ପ୍ରଧାନଶିକ୍ଷକ ବଡ଼ କଠୋର, ସେ ସବୁପିଲାଙ୍କ ସହିତ ବହୁତ କଠୋର ଭାବରେ ମିଶିଥାନ୍ତି
ଅନ୍ୟ ଭାଷାରେ ଅନୁବାଦ :
जिसका व्यवहार कठोर हो या जो कठोर व्यवहार करता हो।
हमारे प्रधानाचार्यजी सख्त हैं,वे सभी बच्चों के साथ बहुत ही सख़्ती से पेश आते हैं।