ଅର୍ଥ : ନିଜ ଅଧିକାର ଭୁକ୍ତ କରିବା
ଉଦାହରଣ :
ଅଶୋକ କଳିଙ୍ଗ ଉପରେ ବିଜୟପ୍ରାପ୍ତିକଲେ
ସମକକ୍ଷ : ପାଇବା, ପ୍ରାପ୍ତି କରିବା, ହାସଲ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲାଭ ଉଠାଇବା
ଉଦାହରଣ :
ଠିକାଦାରମାନେ ଶ୍ରମିକମାନଙ୍କ ପରିଶ୍ରମର ଲାଭ ଉଠାନ୍ତି
ସମକକ୍ଷ : ଫାଇଦା ନେବା, ଲାଭ ଉଠାଇବା, ସୁଫଳ ପାଇବା
ଅନ୍ୟ ଭାଷାରେ ଅନୁବାଦ :
ऐसा काम करना जिससे लाभ हो।
ठेकेदार मजदूरों की मेहनत का लाभ उठाते हैं।ଅର୍ଥ : କୌଣସି କାମଆଦିରେ ମୂଳ ଧନରୁ ଅଧିକ କମେଇବା
ଉଦାହରଣ :
ସେ ଫଳ ବେପାରରୁ ବହୁତ ଲାଭ କରୁଅଛି
ସମକକ୍ଷ : ଲାଭାନ୍ୱିତ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी काम आदि में लागत से अधिक कमाना।
वह फल व्यापार के द्वारा बहुत ही लाभ कमाता है।