ଅର୍ଥ : କୌଣସି ପଶୁର ଲାଞ୍ଜ କାଟିବା
ଉଦାହରଣ :
ଚିକିତ୍ସକ କୁକୁରର ପଚିଯାଇଥିବା ଲାଞ୍ଜ କାଟୁଛନ୍ତି
ସମକକ୍ଷ : ପୁଚ୍ଛ କାଟିବା, ଲାଙ୍ଗୁଡ଼ କାଟିବା
ଅନ୍ୟ ଭାଷାରେ ଅନୁବାଦ :
* किसी जानवर की पूँछ काटना या छोटी करना।
चिकित्सक कुत्ते की सड़ी हुई पूँछ काट रहा है।