ଅର୍ଥ : ଲାଉକୁ ଖୋଳକରି ତିଆରି କରାଯାଇଥିବା ଏକ ପ୍ରକାର ପାତ୍ର ଯାହାକୁ ସାଧୁମାନେ ଜଳ ପିଇବା ନିମନ୍ତେ ନିଜ ପାଖରେ ରଖିଥାନ୍ତି
ଉଦାହରଣ :
ମହାତ୍ମାଙ୍କ ସେବକ ପାଖ ପୋଖରୀରୁ ଏକ ତୁମ୍ବା ଥଣ୍ଡା ଜଳ ଭରି ଆଣିଲେ
ସମକକ୍ଷ : ତୁମ୍ବା ତୁମ୍ବୀ, ଲାଉ ତୁମ୍ବା
ଅନ୍ୟ ଭାଷାରେ ଅନୁବାଦ :
An object used as a container (especially for liquids).
vessel