ଅର୍ଥ : କୌଣସି ସ୍ଥାନରୁ ଗଛଲତା ଓପାଡି ଆଣି ଅନ୍ୟ ସ୍ଥାନରେ ଲଗାଇବାର ପ୍ରକ୍ରିୟା
ଉଦାହରଣ :
ବର୍ଷାକାଳ ଆରୋପଣ କରିବାର ସବୁଠାରୁ ଭଲ ସମୟ
ସମକକ୍ଷ : ଆରୋପଣ
ଅନ୍ୟ ଭାଷାରେ ଅନୁବାଦ :
The act of removing something from one location and introducing it in another location.
The transplant did not flower until the second year.ଅର୍ଥ : ମଞ୍ଜି ବା ଛୋଟ ଗଛଆଦିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଲଗାଇବା ପ୍ରକ୍ରିୟା
ଉଦାହରଣ :
ସେ ଧାନ ରୋପଣ ନିମନ୍ତେ କ୍ଷେତରେ ପାଣି ଭରୁଛି
ଅନ୍ୟ ଭାଷାରେ ଅନୁବାଦ :
The act of removing something from one location and introducing it in another location.
The transplant did not flower until the second year.