ଅର୍ଥ : ଡ଼ାକ୍ତରଖାନାରେ ରୋଗୀଙ୍କପାଇଁ ତିଆରି ହୋଇଥିବା କୋଠରୀ
ଉଦାହରଣ :
ରୋଗୀର କକ୍ଷ ନିୟମିତ ସଫା ହେବା ଆବଶ୍ୟକ
ସମକକ୍ଷ : ୱାର୍ଡ଼
ଅନ୍ୟ ଭାଷାରେ ଅନୁବାଦ :
Block forming a division of a hospital (or a suite of rooms) shared by patients who need a similar kind of care.
They put her in a 4-bed ward.