ଅର୍ଥ : ଗଣିତଶାସ୍ତ୍ରର ସେହି ଅଙ୍ଗ ଯେଉଁଥିରେ ବସ୍ତୁର ମାପଚୁପ୍, ରେଖା, କୋଣ, ତଳଆଦିର ବିବେଚନ କରାଯାଇଥାଏ
ଉଦାହରଣ :
ଏ ବର୍ଷ ଜ୍ୟାମିତିର ପ୍ରଶ୍ନ ପତ୍ର ବହୁତ ଜଟିଳ ଥିଲା
ସମକକ୍ଷ : ଜ୍ୟାମିତି
ଅନ୍ୟ ଭାଷାରେ ଅନୁବାଦ :
गणितशास्त्र का वह अंग जिसमें पिंडों की नाप-जोख, रेखा, कोण, तल आदि का विवेचन होता है।
इस साल ज्यामिती का प्रश्नपत्र बहुत ही कठिन था।The pure mathematics of points and lines and curves and surfaces.
geometry