ଅର୍ଥ : କାର୍ତ୍ତିକ ମାସରେ ଘେରରେ ନୃତ୍ୟ କରି ପାଳନ କରାଯାଉଥିବା କୃଷ୍ଣ ଉତ୍ସବ
ଉଦାହରଣ :
ସମସ୍ତେ ହସଖୁସିରେ ରାସରେ ଭାଗ ନେଉଛନ୍ତି
ସମକକ୍ଷ :
ରାସ
ଅନ୍ୟ ଭାଷାରେ ଅନୁବାଦ :
कार्तिक के महीने में घेरे में नृत्य करके मनाया जानेवाला कृष्ण उत्सव।
सभी लोग खुशी-खुशी रास में भाग ले रहे हैं।
रास