ଅର୍ଥ : ଶିଖମାନଙ୍କ ଚତୁର୍ଥ ଗୁରୁ
ଉଦାହରଣ :
ଅମରଦାସଙ୍କପରେ ରାମଦାସ ଶିଖମାନଙ୍କର ଗୁରୁ ହେଲେ
ସମକକ୍ଷ : ଗୁରୁ ରାମଦାସ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦକ୍ଷିଣ-ଭାରତର ଜଣେ ମହାତ୍ମା
ଉଦାହରଣ :
ରାମଦାସ ଶିବାଜୀଙ୍କ ଗୁରୁ ଥିଲେ
ସମକକ୍ଷ : ଶ୍ରୀସମର୍ଥ ରାମଦାସ ସ୍ୱାମୀ, ସମର୍ଥ ଗୁରୁ ରାମଦାସ, ସମର୍ଥ ରାମଦାସ ସ୍ୱାମୀ
ଅନ୍ୟ ଭାଷାରେ ଅନୁବାଦ :
महाराष्ट्र के एक महात्मा।
रामदास शिवाजी के गुरु थे।