ଅର୍ଥ : ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମାରେ ପାଳିତ ହେଉଥିବା ଏକ ପର୍ବ ଯେଉଁଥିରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧେ
ଉଦାହରଣ :
ରାକ୍ଷୀପୂର୍ଣ୍ଣିମା ଭାଇ ଭଉଣୀଙ୍କ ଭଲପାଇବାକୁ ଦର୍ଶାଏ
ସମକକ୍ଷ : ରକ୍ଷା ବନ୍ଧନ
ଅନ୍ୟ ଭାଷାରେ ଅନୁବାଦ :
श्रावण शुक्लपक्ष की पूर्णिमा को मनाया जानेवाला एक त्योहार जिसमें बहन अपने भाई को राखी बाँधती है।
रक्षाबंधन भाई-बहन के प्रेम को दर्शाता है।A day or period of time set aside for feasting and celebration.
festivalଅର୍ଥ : ଶ୍ରବଣା ନକ୍ଷତ୍ର ଯୁକ୍ତ ଶ୍ରାବଣ ମାସର ପୂର୍ଣ୍ଣିମା
ଉଦାହରଣ :
ଗହ୍ମାପୂର୍ଣ୍ଣିମାରେ ରାକ୍ଷୀବନ୍ଧା ଉତ୍ସବ ପାଳନ କରାଯାଏ
ସମକକ୍ଷ : ଗହ୍ମାପୂର୍ଣ୍ଣିମା, ଶ୍ରାବଣପୂର୍ଣ୍ଣିମା, ଶ୍ରାବଣୀ
ଅନ୍ୟ ଭାଷାରେ ଅନୁବାଦ :
श्रवण नक्षत्र युक्त सावन के महीने की पूर्णिमा।
श्रावणी को रक्षाबंधन का त्योहार मनाया जाता है।