ଅର୍ଥ : କାହାଠାରୁ ଟଙ୍କାନେବାପରେ ତାର ପ୍ରମାଣ ସ୍ୱରୁପ ତାକୁ ଦିଆଯାଉଥିବା ଲିଖିତ ପତ୍ର
ଉଦାହରଣ :
ଏଇଟା ଆମଦ୍ୱାରା ବ୍ୟାଙ୍କରେ ଜମା କରାଯାଇଥିବା ଟଙ୍କାର ରସିଦ
ସମକକ୍ଷ : ପାଉତି, ପ୍ରାପ୍ତି ପତ୍ର
ଅନ୍ୟ ଭାଷାରେ ଅନୁବାଦ :
किसी से रुपए लेने पर उसके प्रमाण के रूप में दिया जाने वाला लिखा हुआ पत्र।
यह हमारे द्वारा बैंक में जमा किये गये पैसे की रसीद है।An acknowledgment (usually tangible) that payment has been made.
receipt