ଅର୍ଥ : ଲଢ଼େଇରେ ବ୍ୟବହୃତ ହେଉଥିବା ସାମୁଦ୍ରିକ ଜାହାଜ ଯାହାଉପରେ ବହୁତ ତୋପ ଲଦା ହୋଇଥାଏ
ଉଦାହରଣ :
ଆଫଗାନିସ୍ତାନ ଯୁଦ୍ଧ କାରଣରୁ ଆମେରିକୀୟ ଯୁଦ୍ଧପୋତ ଆରବ ସାଗରରେ ନିଜର ପ୍ରଭାବ ପକେଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
लड़ाई का समुद्री जहाज़ जिस पर बहुत-सी तोपें लदी रहती हैं।
अफगानिस्तान युद्ध के दौरान कई अमरीकी युद्धपोत अरब सागर में अपना पड़ाव डाले हुए थे।