ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାଆଁଳା ପିଲାମାନଙ୍କ ମଧ୍ୟରୁ ପ୍ରତ୍ୟେକ
ଉଦାହରଣ : ଡାକ୍ତରଖାନାରେ ଯମଜ ପିଲା ଚୋରିକରିବା ସମୟରେ ଏକ ମହିଳା ଧରା ପଡ଼ିଲା
ସମକକ୍ଷ : ଯୁଗ୍ମଜ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जुड़वाँ बच्चों में से प्रत्येक।
Either of two offspring born at the same time from the same pregnancy.
ଅର୍ଥ : ଏକ ସଙ୍ଗେ ଉତ୍ପନ୍ନ ବା ଜନ୍ମ ହୋଇଥିବା
ଉଦାହରଣ : ଯାଆଁଳା ପିଲାମାନଙ୍କ ଚେହେରା ପ୍ରାୟତଃ ଏକାପ୍ରକାର
ସମକକ୍ଷ : ଯାଆଁଳା, ଯୁଗ୍ମଜ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिनका जन्म एक ही समय में कुछ आगे-पीछे हुआ हो।
ଅର୍ଥ : ଯେ ଗର୍ଭସମୟରୁ ହିଁ ଗୋଟିକ ସହ ଯୋଡ଼ି ବା ଲାଗି ରହିଥାଏ
ଉଦାହରଣ : ଯାଆଁଳା ପିଲାଙ୍କୁ ଦେଖିବା ପାଇଁ ଦୂରଦୂରାନ୍ତରରୁ ଲୋକ ଆସୁଥିଲେ
ସମକକ୍ଷ : ଜାଆଁଳା
जो गर्भकाल से ही एक में जुड़े या सटे हुए हों।
ସଂସ୍ଥାପନ କରନ୍ତୁ