ଅର୍ଥ : କୌଣସି ବସ୍ତୁକୁ ଦେଖିକରି ଅନୁମାନରେ ତାର ମୂଲ୍ୟ ସ୍ଥିର କରିବା
ଉଦାହରଣ :
ସେ ବହିର ଠିକ ମୂଲ୍ୟାଙ୍କନ କଲା
ସମକକ୍ଷ : ମୂଲ୍ୟ ନିର୍ଣ୍ଣୟ କରିବା, ମୂଲ୍ୟାଙ୍କନ କରିବା
ଅନ୍ୟ ଭାଷାରେ ଅନୁବାଦ :
कोई वस्तु देखकर अनुमान से उसका मूल्य स्थिर करना।
उसने किताब का सही मूल्यांकन किया।