ଅର୍ଥ : ନିଶ୍ଚିତ ବା ସ୍ଥିର କରାଯାଇଥିବା ମୂଲ୍ୟରେ ଯେଉଁ ଜିନିଷ ବିକ୍ରି କରାଯାଏ
ଉଦାହରଣ :
ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି
ଅନ୍ୟ ଭାଷାରେ ଅନୁବାଦ :
Amount of a charge or payment relative to some basis.
A 10-minute phone call at that rate would cost $5.ଅର୍ଥ : ମାନଦଣ୍ଡକୁ ଆଧାର କରି କୌଣସି ବସ୍ତୁଆଦିର ମହତ୍ତ୍ୱ
ଉଦାହରଣ :
ଦିନକୁ ଦିନ ନୈତିକ ମୂଲ୍ୟ ହ୍ରାସ ହେଉଛିଆଜିକାଲି ମଣିଷର କୌଣସି ମୂଲ୍ୟ ହିଁ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
ଉଦାହରଣ :
ଏହି କାର୍ର ଦାମ୍ କେତେ ?
ସମକକ୍ଷ : ଦର, ଦାମ୍, ବାଣ, ଭାଉ, ମୂଲ୍
ଅନ୍ୟ ଭାଷାରେ ଅନୁବାଦ :
The property of having material worth (often indicated by the amount of money something would bring if sold).
The fluctuating monetary value of gold and silver.ଅର୍ଥ : କେହିକିଛି ପରିଶ୍ରମ କଲେ ତା ବଦଳରେ ବା ପାରିତୋଷିକ ରୂପେ ଯେଉଁ ଧନ ଦିଆଯାଏ
ଉଦାହରଣ :
ଉଚିତ୍ ପାରିଶ୍ରମିକ ନ ମିଳିବା କାରଣରୁ ଶ୍ରମିକମାନେ ହରତାଳ କରିଦେଲେ
ସମକକ୍ଷ : ପାରିଶ୍ରମିକ, ମଜୁରି, ଶ୍ରମମୂଲ୍ୟ
ଅନ୍ୟ ଭାଷାରେ ଅନୁବାଦ :
वह धन जो किसी को कुछ परिश्रम करने पर उसके बदले या पारितोषिक आदि के रूप में दिया जाता है।
उचित पारिश्रमिक न मिलने के कारण श्रमिकों ने हड़ताल कर दी।Compensation received by virtue of holding an office or having employment (usually in the form of wages or fees).
A clause in the U.S. constitution prevents sitting legislators from receiving emoluments from their own votes.