ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଚୁକୁନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଚୁକୁନ୍ଦ   ବିଶେଷ୍ୟ

ଅର୍ଥ : ମୁଚୁକୁନ୍ଦ ନାମକ ବୃକ୍ଷର ଫୁଲ

ଉଦାହରଣ : ଔଷଧ ରୂପରେ ମୁଚୁକୁନ୍ଦ ଫୁଲର ବ୍ୟବହାର ହୋଇଥାଏ

ସମକକ୍ଷ : ମୁଚୁକୁଂଦ, ମୁଚୁକୁଂଦ ଫୁଲ, ମୁଚୁକୁନ୍ଦ ଫୁଲ


ଅନ୍ୟ ଭାଷାରେ ଅନୁବାଦ :

मुचुकुंद नाम के वृक्ष का फूल।

मुचुकुंद का प्रयोग दवा के रूप में होता है।
उकचन, मुचकुंद, मुचकुन्द, मुचुकुंद, मुचुकुन्द

Reproductive organ of angiosperm plants especially one having showy or colorful parts.

bloom, blossom, flower

ଅର୍ଥ : ଏକ ପ୍ରକାରର ବୃକ୍ଷ

ଉଦାହରଣ : ମୁଚୁକୁନ୍ଦର ଛାଲି ଏବଂ ଫୁଲ ଔଷଧ ତିଆରି କାମରେ ଆସେ

ସମକକ୍ଷ : ମୁଚୁକୁଂଦ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का वृक्ष जिसके फूल में पाँच छः अंगुल लंबे और लगभग एक अंगुल चौड़े सफेद दल होते हैं।

मुचुकुंद की छाल और फूल दवा के काम आते हैं।
दीर्घपुष्प, मुचकुंद, मुचकुंद वृक्ष, मुचकुन्द, मुचकुन्द वृक्ष, मुचुकुंद, मुचुकुंद वृक्ष, मुचुकुन्द, मुचुकुन्द वृक्ष, हरिवल्लभ

Indian tree having fragrant nocturnal white flowers and yielding a reddish wood used for planking. Often grown as an ornamental or shade tree.

maple-leaved bayur, mayeng, pterospermum acerifolium

ଅର୍ଥ : ମାନ୍ଧାତାଙ୍କ ଜଣେ ପୁତ୍ର ଯାହାଙ୍କର ନେତ୍ରାଗ୍ନିରେ କାଳଯବନ ଭସ୍ମ ହୋଇଯାଇଥିଲା

ଉଦାହରଣ : ଭାଗବତରେ ମୁଚୁକୁନ୍ଦଙ୍କ ବର୍ଣ୍ଣନା ଦେଖିବାକୁ ମିଳେ

ସମକକ୍ଷ : ମୁଚକୁଂଦ, ମୁଚକୁନ୍ଦ, ମୁଚୁକୁଂଦ


ଅନ୍ୟ ଭାଷାରେ ଅନୁବାଦ :

मांधाता के एक पुत्र जिनकी नेत्राग्नि से कालयवन भस्म हो गया था।

मुचुकुंद का वर्णन भागवत में मिलता है।
मुचकुंद, मुचकुन्द, मुचुकुंद, मुचुकुन्द

An imaginary being of myth or fable.

mythical being