ଅର୍ଥ : ମୁଚୁକୁନ୍ଦ ନାମକ ବୃକ୍ଷର ଫୁଲ
ଉଦାହରଣ :
ଔଷଧ ରୂପରେ ମୁଚୁକୁନ୍ଦ ଫୁଲର ବ୍ୟବହାର ହୋଇଥାଏ
ସମକକ୍ଷ : ମୁଚୁକୁଂଦ ଫୁଲ, ମୁଚୁକୁନ୍ଦ, ମୁଚୁକୁନ୍ଦ ଫୁଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର ବୃକ୍ଷ
ଉଦାହରଣ :
ମୁଚୁକୁନ୍ଦର ଛାଲି ଏବଂ ଫୁଲ ଔଷଧ ତିଆରି କାମରେ ଆସେ
ସମକକ୍ଷ : ମୁଚୁକୁନ୍ଦ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का वृक्ष जिसके फूल में पाँच छः अंगुल लंबे और लगभग एक अंगुल चौड़े सफेद दल होते हैं।
मुचुकुंद की छाल और फूल दवा के काम आते हैं।Indian tree having fragrant nocturnal white flowers and yielding a reddish wood used for planking. Often grown as an ornamental or shade tree.
maple-leaved bayur, mayeng, pterospermum acerifoliumଅର୍ଥ : ମାନ୍ଧାତାଙ୍କ ଜଣେ ପୁତ୍ର ଯାହାଙ୍କର ନେତ୍ରାଗ୍ନିରେ କାଳଯବନ ଭସ୍ମ ହୋଇଯାଇଥିଲା
ଉଦାହରଣ :
ଭାଗବତରେ ମୁଚୁକୁନ୍ଦଙ୍କ ବର୍ଣ୍ଣନା ଦେଖିବାକୁ ମିଳେ
ସମକକ୍ଷ : ମୁଚକୁଂଦ, ମୁଚକୁନ୍ଦ, ମୁଚୁକୁନ୍ଦ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being