ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ଛୋଟ ଉଦ୍ଭିଦ
ଉଦାହରଣ : କୃଷକଟି ଖେତରେ ମୁଗରେ ପାଣି ଦେଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
एक छोटा पौधा।
ଅର୍ଥ : ଗୋଟିଏ ଗାଢ଼ ସବୁଜ ରଙ୍ଗର ଶସ୍ୟ ଯେଉଁଥିରୁ ଡାଲି ତିଆରି ହୁଏ
ଉଦାହରଣ : ମୁଗ ଡାଲି ମୋତେ ବହୁତ ଭଲ ଲାଗେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक गहरे हरे रंग का अन्न जिसकी दाल बनती है।
Edible seeds of various pod-bearing plants (peas or beans or lentils etc.).
ସଂସ୍ଥାପନ କରନ୍ତୁ