ଅର୍ଥ : କାହାରି ଅଧ୍ୟୟନର ମୁଖ୍ୟକ୍ଷେତ୍ର ହେବା
ଉଦାହରଣ :
ସେ ହିନ୍ଦୀକୁ ମୁଖ୍ୟବିଷୟ ରୂପେ ପଢ଼ୁଛି ହିନ୍ଦୀ ତାର ମୁଖ୍ୟ ବିଷୟ
ସମକକ୍ଷ : ମୁଖ୍ୟ ବିଷୟ ହେବା
ଅନ୍ୟ ଭାଷାରେ ଅନୁବାଦ :
* किसी के अध्ययन का मुख्य क्षेत्र होना।
वह हिन्दी को मुख्य विषय के रूप में पढ़ रहा है।