ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଣି ଭରିବାର ମାଟିର ଛୋଟ ପାତ୍ର
ଉଦାହରଣ : ସେ କଳସୀରେ ପାଣି ଭରି ଆଣିଛି
ସମକକ୍ଷ : କଳସୀ, ଗରା
ଅନ୍ୟ ଭାଷାରେ ଅନୁବାଦ :हिन्दी
पानी भरने का मिट्टी का छोटा बर्तन।
ଅର୍ଥ : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
ଉଦାହରଣ : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ
ସମକକ୍ଷ : କଳଶ, କୁମ୍ଭ, ଘଟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पानी भरने या रखने का एक बर्तन।
A large vase that usually has a pedestal or feet.
ଅର୍ଥ : ଚୌଡ଼ା ମୁହଁଥିବା ମାଟିର ଏକ ବଡ଼ ପାତ୍ର
ଉଦାହରଣ : ଗ୍ରୀଷ୍ମଦିନେ ସୀତା ମାଠିଆରେ ପାଣି ରଖେ
मिट्टी का चौड़े मुँह का एक बड़ा पात्र।
An earthen jar (made of baked clay).
ଅର୍ଥ : ମାଟିରେ ତିଆରି ଘଡ଼ି
ଉଦାହରଣ : ଏହି ମାଠିଆରେ ପିଇବା ନିମନ୍ତେ ସ୍ୱଚ୍ଛ ଜଳ ରଖାଯାଇଛି
ସମକକ୍ଷ : ସୁରେଇ
मिट्टी का घड़ा।
ଅର୍ଥ : ଏକ ପ୍ରକାରର ମାଠିଆ ଯାହାର ଉପଯୋଗ ବାଦ୍ୟ ଯନ୍ତ୍ର ରୂପରେ କରାଯାଇଥାଏ
ଉଦାହରଣ : ସେ ମାଠିଆ ବଜାଇବାରେ ନିପୁଣ
ସମକକ୍ଷ : ଘଟ
एक प्रकार का घड़ा जिसका उपयोग वाद्य यंत्र के रूप में किया जाता है।
ସଂସ୍ଥାପନ କରନ୍ତୁ