ଅର୍ଥ : ବିକ୍ରୀ ନହେବାର କାରଣ,ଅବସ୍ଥା ବା ଭାବ
ଉଦାହରଣ :
ବେପାରଶୂନ୍ୟ କାରଣରୁ ବେପାରୀ ବହୁତ ନିରାଶ ଓ ଚିନ୍ତିତ
ସମକକ୍ଷ : ବେପାରଶୂନ୍ୟ
ଅନ୍ୟ ଭାଷାରେ ଅନୁବାଦ :
विक्रय अर्थात् बिक्री न होने की क्रिया, अवस्था या भाव।
व्यापारी अविक्रय को लेकर बहुत निराश एवं चिन्तित हैं।