ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନ୍ତ୍ରସିଦ୍ଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନ୍ତ୍ରସିଦ୍ଧି   ବିଶେଷ୍ୟ

ଅର୍ଥ : କୌଣସି ମନ୍ତ୍ରକୁ ସିଦ୍ଧ କରିବା ପାଇଁ ହେଉଥିବା ଏହାର ଜପାନୁଷ୍ଠାନ

ଉଦାହରଣ : ସମର୍ଥ ରାମଦାସ ବାରବର୍ଷ ଧରି ଗାୟତ୍ରୀର ପୁରଶ୍ଚରଣ କରିଥିଲେ

ସମକକ୍ଷ : ପୁରଶ୍ଚରଣ, ମନ୍ତ୍ର-ସିଦ୍ଧି


ଅନ୍ୟ ଭାଷାରେ ଅନୁବାଦ :

किसी मंत्र को सिद्ध करने के लिए उसका जपानुष्ठान।

समर्थ रामदासजी ने बारह साल तक गायत्री का पुरश्चरण किया।
पुरश्चरण, मंत्र सिद्धि, मंत्र-सिद्धि, मंत्रसिद्धि

The activity of worshipping.

worship