ଅର୍ଥ : ମତସମୂହର ଗଣନା କରିବାର କାମ
ଉଦାହରଣ :
ମତଗଣନା ଆରମ୍ଭ ହେବାର ୨-୩ ଘଣ୍ଟା ପରେ ପରିଣାମ ଜଣାପଡିବା ଆରମ୍ଭ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
मतों को गिनने का काम।
मत गणना शुरू होने के 2-3 घंटे बाद ही नजीते आने शुरू हो गए।
मत गणना,
मतगणना
The counting of votes (as in an election).
poll