ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହାତ ଲାଗିଥିବା ଯେଉଁ କାଠତିଆରି ଯନ୍ତ୍ରରେ ହଳ ହୋଇଥିବା ଜମିକୁ ସମତଳ କରାଯାଏ
ଉଦାହରଣ : କୃଷକଟି ମଇ ଦ୍ୱାରା ହଳହୋଇଥିବା ଜମିକୁ ସମତଳ କରୁଛି
ସମକକ୍ଷ : ମହି, ମୟା
ଅନ୍ୟ ଭାଷାରେ ଅନୁବାଦ :हिन्दी
हत्था लगा लकड़ी का एक टुकड़ा जिससे जुती हुई भूमि बराबर की जाती है।
ଅର୍ଥ : ଇଂରାଜୀ ମାସର ପଞ୍ଚମ ମାସ
ଉଦାହରଣ : ଆମର ଛୁଟିଗୁଡ଼ିକ ମଇ ମାସରେ ପଡ଼େ
ଅନ୍ୟ ଭାଷାରେ ଅନୁବାଦ :हिन्दी English
अँग्रेजी साल का पाँचवाँ महीना।
The month following April and preceding June.
ଅର୍ଥ : ଚାଷ ଜମିରେ ମାଟିର ଢେଲା ଭାଙ୍ଗି ଖେତକୁ ସମତଳ କରିବାର ଉପକରଣ
ଉଦାହରଣ : କୃଷକ ଖେତରେ ମଇ ଚଳାଉଛି
जोते खेत में मिट्टी के ढेले चूर कर खेत को समतल करने का उपकरण।
A cultivator that pulverizes or smooths the soil.
ସଂସ୍ଥାପନ କରନ୍ତୁ