ଅର୍ଥ : ବସ୍ତୁ,ସେବା ଆଦିର ଉପଭୋଗ କରୁଥିବା ବା ସେଗୁଡ଼ିକୁ କାମରେ ଲଗାଉଥିବା ବ୍ୟକ୍ତି
ଉଦାହରଣ :
ଗାଁର ମୋବାଇଲ୍ ଉପଭୋକ୍ତାମାନଙ୍କୁ ସବୁବେଳେ ନେଟୱାର୍କ ଉପଲବ୍ଧ ହୁଏନାହିଁ
ସମକକ୍ଷ : ଉପଭୋକ୍ତା, ଉପଭୋଗକାରୀ, ଉପଯୋଗକର୍ତ୍ତା, ବ୍ୟବହାରକାରୀ
ଅନ୍ୟ ଭାଷାରେ ଅନୁବାଦ :
वस्तुएँ, सेवाएँ आदि का उपभोग करने वाला या उन्हें काम में लाने वाला।
मोबाइल के उपभोक्ता ग्रामीणों को हमेशा नेटवर्क उपलब्ध नहीं होता है।