ଅର୍ଥ : ଭୂଗୋଳଶାସ୍ତ୍ରରେ ବିଜ୍ଞ ବ୍ୟକ୍ତି
ଉଦାହରଣ :
ଭୂଗୋଳବିଜ୍ଞାନୀ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱର ନକ୍ସା ଦେଖାଉଛନ୍ତି
ସମକକ୍ଷ : ଭୂଗୋଳବିଜ୍ଞାନୀ, ଭୂଗୋଳଶାସ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
वह जो भूगोलशास्त्र का ज्ञाता हो।
भूगोलशास्त्री विद्यार्थियों को विश्व का नक्शा दिखा रहे हैं।An expert on geography.
geographer