ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏହାକୁ ଛାଡ଼ି ଅନ୍ୟ କିଛି ବା ଅଲଗା
ଉଦାହରଣ : ବଢ଼ୁଥିବା ଜନସଂଖ୍ୟାର ସମସ୍ୟା ସହିତ ଅନ୍ୟ ସମସ୍ୟାଗୁଡ଼ିକ ବି ଦେଖାଗଲାଣି
ସମକକ୍ଷ : ଅନ୍ୟ, ଅଲଗା
ଅର୍ଥ : ନିଜ କୁଟୁମ୍ବ ବା ସମାଜରୁ ବର୍ହିଭୂତ
ଉଦାହରଣ : ସେ ଅପର ଲୋକଙ୍କର ମଧ୍ୟ ସହାୟତା କରନ୍ତି
ସମକକ୍ଷ : ଅନାତ୍ମୀୟ, ଅନ୍ୟ, ଅପର, ପର
ଅନ୍ୟ ଭାଷାରେ ଅନୁବାଦ :हिन्दी English
अपने कुटुम्ब या समाज से बाहर का।
Not connected by kinship.
ସଂସ୍ଥାପନ କରନ୍ତୁ