ଅର୍ଥ : ନିଅଁରେ ରଖା ଯାଉଥିବା ପ୍ରଥମ ପଥର ଯାହା ଉପରେ ଭବନ ବା କୋଠାଘର ନିର୍ମାଣ କରାଯାଏ
ଉଦାହରଣ :
କେନ୍ଦ୍ରୀୟ ମାନବ ସଂସାଧନ ଏବଂ ବିକାଶ ମନ୍ତ୍ରୀ କପିଳ ସିବଲ୍ ପାଟଣାର ଭାରତୀୟ ପ୍ରୌଦ୍ୟୋଗିକୀ ସଂସ୍ଥାନ ପରିସରର ଭିତ୍ତିପ୍ରସ୍ତର ପକାଇଲେ
ସମକକ୍ଷ : ଫାଉଣ୍ଡେସନ ଷ୍ଟୋନ୍
ଅନ୍ୟ ଭାଷାରେ ଅନୁବାଦ :
वह पहला पत्थर जो नींव में रखा जाता है और जिसके ऊपर भवन या इमारत बनाते हैं।
केंद्रीय मानव संसाधन एवं विकास मंत्री कपिल सिब्बल ने भारतीय प्रौद्योगिकी संस्थान पटना परिसर की आधारशिला रखी।A stone laid at a ceremony to mark the founding of a new building.
foundation stone