ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ଭିକ ମାଗେ
ଉଦାହରଣ : ଭିକାରୀ ଗାଇ ଗାଇ ଭିକ ମାଗୁଥିଲା
ସମକକ୍ଷ : ଭିକ୍ଷୁ, ଭିକ୍ଷୁକ, ମାଗେତା
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो भीख माँगता हो।
A pauper who lives by begging.
ଅର୍ଥ : ଗରୀବ ଲୋକ
ଉଦାହରଣ : ଭିକାରୀ ମଧ୍ୟ ପରିଶ୍ରମ କରି ଧନୀ ହୋଇପାରିବ
ସମକକ୍ଷ : ଭିକ୍ଷୁକ
ଅନ୍ୟ ଭାଷାରେ ଅନୁବାଦ :हिन्दी
गरीब आदमी।
ସଂସ୍ଥାପନ କରନ୍ତୁ