ଅର୍ଥ : ସଂସାର ରୂପକ ସାଗର
ଉଦାହରଣ :
ପ୍ରକୃତ ଗୁରୁ ହିଁ ଆମକୁ ଭବସାଗର ପାରି କରି ପାରିବେ
ସମକକ୍ଷ : ଭବସିନ୍ଧୁ
ଅନ୍ୟ ଭାଷାରେ ଅନୁବାଦ :
The concerns of this life as distinguished from heaven and the afterlife.
They consider the church to be independent of the world.