ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖାଇବା କାର୍ଯ୍ୟ
ଉଦାହରଣ : ମୁଁ ଜଙ୍ଗଲରେ ବାଘ କୁକୁରକୁ ଭକ୍ଷଣ କରୁଥିବାର ଦେଖିଲି
ସମକକ୍ଷ : ଖାଇବା, ଭକ୍ଷଣ, ଭୋଜନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
खाने की क्रिया।
The act of consuming food.
ଅର୍ଥ : ଯାହା ଖାଇବା ଯୋଗ୍ୟ
ଉଦାହରଣ : ଖାଇବା ଫଳକୁ ଧୋଇଲାପରେ ହିଁ ଉପଯୋଗ କରାଯିବା ଉଚିତ
ସମକକ୍ଷ : ଆହାର, ଖାଇବା, ଖାଦ୍ୟ, ଭୋଜ୍ୟ
जो खाने योग्य हो।
Suitable for use as food.
ସଂସ୍ଥାପନ କରନ୍ତୁ