ଅର୍ଥ : ମାଛ ଧରିବାପାଇଁ ଏକ ବହୁତ ବଡ଼ ଜାଲ
ଉଦାହରଣ :
ମାଛଧରାଳିମାନେ ବଡ଼ଜାଲରେ ନଦୀରୁ ମାଛ ଧରୁଛନ୍ତି
ସମକକ୍ଷ : ଜଂଜାଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାର ବଡ଼ ଜାଲ
ଉଦାହରଣ :
ମାଛ ଧରିବାପାଇଁ ବଡ଼ଜାଲ ବ୍ୟବହାର କରାଯାଏ
ସମକକ୍ଷ : ବଡ଼ ଆଖିଆ ଜାଲ
ଅନ୍ୟ ଭାଷାରେ ଅନୁବାଦ :