ଅର୍ଥ : (କ୍ୟାଥୋଲିକ ଚର୍ଚ୍ଚ) କୌଣସି ସନ୍ୟାସୀଙ୍କୁ ଦିଆଯାଇଥିବା ଉପାଧି
ଉଦାହରଣ :
ବ୍ରଦର ଆପଣଙ୍କୁ ମୁଖ୍ୟ ପାଦ୍ରୀ କାହିଁକି ଡକାଇଥିଲେ
ଅନ୍ୟ ଭାଷାରେ ଅନୁବାଦ :
(Roman Catholic Church) a title given to a monk and used as form of address.
A Benedictine Brother.ଅର୍ଥ : ଯେଉଁ ପୁରୁଷ କୌଣସି ଭ୍ରାତୃସଂଘ ବା ଅନ୍ୟ ଧାର୍ମିକ ସଂଘର ସଦସ୍ୟ
ଉଦାହରଣ :
ଚର୍ଚ୍ଚରେ ପ୍ରତି ରବିବାର ସମସ୍ତ ବ୍ରଦର ଏକତ୍ରିତ ହୁଅନ୍ତି
ଅନ୍ୟ ଭାଷାରେ ଅନୁବାଦ :
* वह पुरुष जो किसी बिरादरी या धार्मिक संघ या अन्य समूह का सदस्य हो।
चर्च में प्रति रविवार सभी ब्रदर एकत्रित होते हैं।A male person who is a fellow member (of a fraternity or religion or other group).
None of his brothers would betray him.