ଅର୍ଥ : ଯେଉଁ ପଟି ଉପରେ ବେଲାଡୋନାର ସାର ଭାଗ ଲଗା ଯାଇଥାଏ
ଉଦାହରଣ :
ବେଲାଡୋନା ଲଗାଇବାରୁ ଗଳାର ଦରଜ କିଛି କମି ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
वह पट्टी जिस पर बेलाडोना की सत लगी होती है।
बेलाडोना लगाने से गले का दर्द कुछ कम हो गया है।ଅର୍ଥ : ଔଷଧ ରୂପରେ ଖିଆ ଯାଉଥିବା ବା ପୀଡ଼ିତ ସ୍ଥାନରେ ଲଗାଇବା କାମରେ ଆସୁଥିବା ବେଲାଡୋନାର ସାରଭାଗ
ଉଦାହରଣ :
ହୋମିଓପାଥିକର ଭଲ ଔଷଧ ଗୁଡ଼ିକ ମଧ୍ୟରେ ବେଲାଡୋନା ଗୋଟିଏ
ଅନ୍ୟ ଭାଷାରେ ଅନୁବାଦ :
बेलाडोना का सत जो दवा के समान खाने या पीड़ित स्थान पर लगाने के काम आता है।
बेलाडोना होमियोपैथी की उत्तम दवाओं में से एक है।An alkaloidal extract or tincture of the poisonous belladonna plant that is used medicinally.
belladonna