ଅର୍ଥ : ମଞ୍ଜି ବୁଣିବା କାମ
ଉଦାହରଣ :
ଆଜିକାଲି ଗହମ ବୁଣା ଆରମ୍ଭ ହୋଇଛି
ସମକକ୍ଷ : ବପନ
ଅନ୍ୟ ଭାଷାରେ ଅନୁବାଦ :
The act of sowing (of seeds in the ground or, figuratively, of germs in the body or ideas in the mind, etc.).
inseminationଅର୍ଥ : ଖଟିଆରବନ୍ଧକୁ ଟାଣି ସିଧା ରଖିବାପାଇଁ ତାର କଣାମାନଙ୍କରେ ଭର୍ତ୍ତି ହୋଇଥିବା ଦଉଡ଼ି
ଉଦାହରଣ :
ଏହି ଖଟିଆର ବୁଣା ଢିଲା ହୋଇଗଲାଣି
ଅନ୍ୟ ଭାଷାରେ ଅନୁବାଦ :