ଅର୍ଥ : ଭୁଲିବାର ଅବସ୍ଥା ବା ଭାବ
ଉଦାହରଣ :
ଭୁଲିଯିବା କାରଣରୁ ଜିନିଷ ଖୋଜିଲେ ମଧ୍ୟ ମିଳେନାହିଁ
ସମକକ୍ଷ : ବିସ୍ମ୍ରୁତି, ଭୁଲିବା
ଅନ୍ୟ ଭାଷାରେ ଅନୁବାଦ :
Partial or total loss of memory.
He has a total blackout for events of the evening.ଅର୍ଥ : ସ୍ମୃତିହୀନ ଅବସ୍ଥା ବା ଭାବ
ଉଦାହରଣ :
ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାର ସ୍ମୃତିହୀନତା ଦେଖାଦେଇଛି
ସମକକ୍ଷ : ଭୁଲାପଣ, ସ୍ମୃତିହୀନତା
ଅନ୍ୟ ଭାଷାରେ ଅନୁବାଦ :
स्मृतिहीन होने की अवस्था या भाव।
सिर पर गहरी चोट लगने के कारण वह स्मृतिहीनता से ग्रस्त है।Unawareness caused by neglectful or heedless failure to remember.
His forgetfulness increased as he grew older.