ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲମ୍ବା ଚଉଡ଼ାଆଦି
ଉଦାହରଣ : ଭାରତର ବିସ୍ତାର ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ
ସମକକ୍ଷ : ପ୍ରସାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
लंबाई, चौड़ाई आदि।
The distance or area or volume over which something extends.
ଅର୍ଥ : ବିସ୍ତାର ବା ବଢ଼ିବାର କ୍ରିୟା ବା ଭାବ
ଉଦାହରଣ : ଏ କଥାକୁ ଏତେ ପ୍ରସାର କରନାହିଁ
ସମକକ୍ଷ : ପ୍ରସାର, ବଢ଼ାଅ
फैलने या बढ़ने की क्रिया का भाव।
The act of increasing (something) in size or volume or quantity or scope.
ସଂସ୍ଥାପନ କରନ୍ତୁ