ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶେଷଜ୍ଞତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶେଷଜ୍ଞତା   ବିଶେଷ୍ୟ

ଅର୍ଥ : ବିଶେଷଜ୍ଞ ହେବାର ଅବସ୍ଥା ବା ଭାବ

ଉଦାହରଣ : ଉଦ୍ଭିଦବିଜ୍ଞାନରେ ରାମର ବିଶେଷଜ୍ଞତା ସମସ୍ତଙ୍କୁ ପ୍ରଭାବିତ କରିଛି


ଅନ୍ୟ ଭାଷାରେ ଅନୁବାଦ :

विशेषज्ञ होने की अवस्था या भाव।

वनस्पति विज्ञान में राम की विशेषज्ञता सबको प्रभावित करती है।
विशेषज्ञता

The special line of work you have adopted as your career.

His specialization is gastroenterology.
specialisation, specialism, speciality, specialization, specialty

ଅର୍ଥ : କୌଣସି କ୍ଷେତ୍ରରେ ବିଶେଷ ଯୋଗ୍ୟତା ରଖିବା ବା ପାଇବା ପ୍ରକ୍ରିୟା

ଉଦାହରଣ : ମନୋଜ ଆମେରିକାରୁ ହୃଦରୋଗରେ ବିଶେଷଜ୍ଞତା ହାସଲ କରି ଦେଶକୁ ଫେରିଛି

ସମକକ୍ଷ : ବିଶିଷ୍ଟୀକରଣ, ବିଶେଷୀକରଣ


ଅନ୍ୟ ଭାଷାରେ ଅନୁବାଦ :

किसी क्षेत्र में विशेष योग्यता रखने या पाने की क्रिया।

मनोज अमेरिका से हृदय रोग में विशिष्टीकरण हासिल कर देश लौटा।
विशिष्टीकरण, विशेषीकरण

The special line of work you have adopted as your career.

His specialization is gastroenterology.
specialisation, specialism, speciality, specialization, specialty