ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଲକୋଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଲକୋଣ   ବିଶେଷ୍ୟ

ଅର୍ଥ : ଚାଷ କଲା ବେଳେ ଛାଡ଼ି ହୋଇ ଯାଉଥିବା ବିଲର ସେହି କୋଣ

ଉଦାହରଣ : କୃଷକ ବିଲକୋଣ କୋଦାଳରେ କୋଡୁଛି

ସମକକ୍ଷ : ବିଲକାନି


ଅନ୍ୟ ଭାଷାରେ ଅନୁବାଦ :

खेत का वह कोना जो जोतते समय छूट जाता है।

किसान डेबरी को कुदाल से कोड़ रहा है।
डेबरी