ଅର୍ଥ : ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ
ଉଦାହରଣ :
କିଛି ନେତା ବିବାଦୀ ଭାଷଣ ପ୍ରଦାନକରି ଲୋକମାନଙ୍କ ଭିତରେ ଲଢ଼େଇ କରିଦେଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
Marked by or capable of arousing controversy.
The issue of the death penalty is highly controversial.ଅର୍ଥ : ଯେ ଝଗଡ଼ା କରୁଥାଏ
ଉଦାହରଣ :
ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
ସମକକ୍ଷ : କଳିକାଣ୍ଡେଇ, କଳିକାରୀ, କଳିହା, ଝଗଡ଼ାକାରୀ, ବିବାଦୀ
ଅନ୍ୟ ଭାଷାରେ ଅନୁବାଦ :
Given to or characterized by argument.
An argumentative discourse.