ଅର୍ଥ : ପ୍ରାୟତଃ ନାଟକରେ ହସାଉଥିବା ଜଣେ ପାତ୍ର ଯିଏ କି ନାୟକର ଅନ୍ତରଙ୍ଗ ମିତ୍ର ବା ସଖା ହୋଇଥାଏ
ଉଦାହରଣ :
ବିଦୂଷକର ପ୍ରବେଶରେ ରଙ୍ଗମଞ୍ଚର ଦୀପ୍ତି ଦୁଇଗୁଣା ହୋଇଯାଏ
ସମକକ୍ଷ : ଭାଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
प्रायः नाटकों में हँसानेवाला एक पात्र जो नायक का अंतरंग मित्र या सखा होता है।
विदूषक के प्रवेश करते ही रंगमंच की रौनक दोगुनी हो जाती है।