ଅର୍ଥ : ଯେଉଁ ଫେରାର ଅପରାଧୀକୁ ଧରାଇଦେବା ନିମନ୍ତେ ବିଜ୍ଞାପନ ଦିଆଯାଇଛି
ଉଦାହରଣ :
ବିଜ୍ଞାପିତ ଅପରାଧୀ ଉପରେ ଦଶହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି
ଅନ୍ୟ ଭାଷାରେ ଅନୁବାଦ :
वह भागा हुआ अपराधी जिसे पकड़ने या पकवाड़ने के लिए इश्तिहार दिया गया हो।
इश्तिहारी पर दस हज़ार का इनाम है।
इश्तहारी,
इश्तिहारी