ଅର୍ଥ : ବସ୍ତୁଆଦିର ଦେବା ନେବାର ପ୍ରକ୍ରିୟା
ଉଦାହରଣ :
ପାରସ୍ପରିକ ବିନିମୟରେ ଜୀବନ ନିର୍ବାହକରିବା ପ୍ରଣାଳୀ ପ୍ରାଚୀନକାଳରୁ ରହିଛି ବସ୍ତୁ ବିକ୍ରି କରିଥିବା ସମୟରେ ସେ ଠକିଦେଲା
ସମକକ୍ଷ : ଅଦଳବଦଳ, ଆଦାନ-ପ୍ରଦାନ, ବିନିମୟ
ଅନ୍ୟ ଭାଷାରେ ଅନୁବାଦ :
The act of giving something in return for something received.
Deductible losses on sales or exchanges of property are allowable.ଅର୍ଥ : କିଛି ବିଶିଷ୍ଟ ଉତ୍ପାଦ ବା ସେବାର ଉପଯୋଗ କରୁଥିବା ଗ୍ରାହକ
ଉଦାହରଣ :
ବର୍ତ୍ତମାନ ଏହି କାରର ବିକ୍ରି ନାହିଁ
ଅନ୍ୟ ଭାଷାରେ ଅନୁବାଦ :
The customers for a particular product or service.
Before they publish any book they try to determine the size of the market for it.