ଅର୍ଥ : ଧ୍ୱନି କୌଣସି ଜିନିଷରୁ ବାଡ଼େଇହୋଇ ଫେରିବା
ଉଦାହରଣ :
ଦିଲ୍ଲୀର କମଳ ମନ୍ଦିରରେ ଶବ୍ଦ ପ୍ରତିଧ୍ୱନିତ ହୁଏ
ସମକକ୍ଷ : ପ୍ରତିଧ୍ୱନିତ ହେବା
ଅନ୍ୟ ଭାଷାରେ ଅନୁବାଦ :
ध्वनि का किसी चीज़ से टकरा कर लौटना।
दिल्ली के कमल मंदिर में आवाज़ गूँजती है।ଅର୍ଥ : ଜୋରରେ ପରସ୍ପର ବାଡ଼େଇହେବା
ଉଦାହରଣ :
ରାଜମାର୍ଗରେ ଟ୍ରକ ଏବଂ ବସ୍ର ପରସ୍ପର ସହିତ ଧକ୍କା ହେଲା
ସମକକ୍ଷ : ଧକକା ହେବା
ଅନ୍ୟ ଭାଷାରେ ଅନୁବାଦ :
चीजों का परस्पर एक दूसरे से ज़ोर से टक्कर खाना।
राजमार्ग पर ट्रक और बस आपस में टकरा गए।