ଅର୍ଥ : ନେପାଳର ସମତଳ ଅଞ୍ଚଳ ତଥା ଭାରତର ବିହାରରେ ପ୍ରବାହିତ ହେଉଥିବା ଗୋଟିଏ ନଦୀ
ଉଦାହରଣ :
ବାଗମତୀ ବିହାରର ମିଥିଳା ଅଞ୍ଚଳରେ ପ୍ରବାହିତ ହେଉଛି
ସମକକ୍ଷ : ବାଗମତୀ ନଦୀ
ଅନ୍ୟ ଭାଷାରେ ଅନୁବାଦ :
नेपाल के मैदानी क्षेत्र तथा भारत के बिहार में बहने वाली एक नदी।
बागमती के तट पर पशुपतिनाथ जी का मंदिर है।