ଅର୍ଥ : ଛଅ ପ୍ରକାର ସମାସମଧ୍ୟରୁ ଗୋଟିଏ
ଉଦାହରଣ :
ବହୁବ୍ରୀହି ସମାସରେ ଦୁଇ ବା ଅଧିକ ପଦ ମିଶି ଯେଉଁ ପଦ ସୃଷ୍ଟି ହୁଏ ତାହା ଅନ୍ୟ କୌଣସ ପଦର ବିଶେଷଣ ହୁଏ
ସମକକ୍ଷ : ବହୁବ୍ରୀହି
ଅନ୍ୟ ଭାଷାରେ ଅନୁବାଦ :
छः प्रकार के समासों में से एक।
बहुव्रीहि में दो या अधिक पदों के मिलने से जो पद बनता है वह किसी अन्य पद का विशेषण होता है।