ଅର୍ଥ : ଦୁଆର ସାମନାରେ ବା ଛାତ ଉପରେ ଥିବା ଛାୟା ପ୍ରଦାନକାରୀ ସ୍ଥାନ
ଉଦାହରଣ :
ସେ ମଣ୍ଡପରେ ବସି ବହି ପଢ଼ୁଛି
ସମକକ୍ଷ :
ଛାମୁଣ୍ଡିଆ, ମଣ୍ଡପ
ଅନ୍ୟ ଭାଷାରେ ଅନୁବାଦ :
दरवाजे के सामने या छत पर का छायादार स्थान।
वह बरसाती में बैठकर पुस्तक पढ़ रहा है।
प्रघण,
प्रघन,
बरसाती
A structure attached to the exterior of a building often forming a covered entrance.
porch