ଅର୍ଥ : ଯେଉଁ ଗାଈ ବା ମଇଁଷି ଜନ୍ମକରିବାର ଏକ ବର୍ଷ ପରେ ମଧ୍ୟ କ୍ଷୀର ଦେଇଥାଏ
ଉଦାହରଣ :
ଆଜିକାଲି ରାମୁକୁ ବରକଣା ଗାଈର କ୍ଷୀର ପିଇବାକୁ ମିଳୁଛି
ସମକକ୍ଷ : ବରକଣା ଗାଈ
ଅନ୍ୟ ଭାଷାରେ ଅନୁବାଦ :
Domesticated bovine animals as a group regardless of sex or age.
So many head of cattle.